Home Covid ବଢ଼ୁଛି କରୋନା ସଂକ୍ରମଣ, ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ପଠାଇଲା ଉଚ୍ଚସ୍ତରୀୟ ଟିମ୍‌

ବଢ଼ୁଛି କରୋନା ସଂକ୍ରମଣ, ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ପଠାଇଲା ଉଚ୍ଚସ୍ତରୀୟ ଟିମ୍‌

112
0

ନୂଆଦିଲ୍ଲୀ ୨/୦୭: ଦେଶରେ କରୋନାର ଦ୍ବିତୀୟ ଲହର ଶକ୍ତିହୀନ ହେଉଥିବା ବେଳେ ୬ ରାଜ୍ୟରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ୬ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସବୁ ରାଜ୍ୟରେ ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ଟିମ୍‌ ପଠାଯାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।