Home Awareness ଟିକା ନେବାକୁ ମହିଳା କରୁଛନ୍ତି ସଚେତନ, କାନ୍ଥରେ ଲେଖାଯାଉଛି ସଚେତନତା ବାର୍ତ୍ତା

ଟିକା ନେବାକୁ ମହିଳା କରୁଛନ୍ତି ସଚେତନ, କାନ୍ଥରେ ଲେଖାଯାଉଛି ସଚେତନତା ବାର୍ତ୍ତା

135
0

ଛତିଶଗଡ ୩/୭: ସାରା ଦେଶରେ କରୋନାର କାୟା ବିସ୍ତାର ବ୍ୟାପି ଚାଲିଛି । ବିଶେଷ କରି ୨ୟ ଲହରରେ ଅଧିକ ପ୍ରଭାବିତ ଭାରତର ଅନେକ ରାଜ୍ୟ । ଏଥିପାଇଁ ବିଭିନ୍ନ ରାଜ୍ୟରେ ଏବେବି ଲକଡାଉନ କଟକଣା ଜାରି ରହିଛି । ତେବେ ମହାମାରୀରୁ ବର୍ତ୍ତିବା ପାିଁ ଏକମାତ୍ର ଅସ୍ତ୍ର ପାଲଟିଛି ଟିକା । ସେଥିପାଇଁ ସାରା ଦେଶରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯିଉଛି । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଟିକା ନେବାକୁ ଲୋକଙ୍କ କରାଯାଉଛି ସଚେତନତା ।