Home Covid ସ୍କୁଲ ଯିବେନି ବୋଲି ନକଲି ପଜିଟିଭ୍ ରିପୋର୍ଟ ଆଣୁଛନ୍ତି ପିଲା, ପ୍ରକ୍ରିୟା ଜାଣିଲେ ଉଡିଯିବ ଆପଣଙ୍କ...

ସ୍କୁଲ ଯିବେନି ବୋଲି ନକଲି ପଜିଟିଭ୍ ରିପୋର୍ଟ ଆଣୁଛନ୍ତି ପିଲା, ପ୍ରକ୍ରିୟା ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

94
0

ଲଣ୍ଡନ ୩/୭ : ପିଲାଏ ସ୍କୁଲକୁ ନ ଯିବା ପାଇଁ ବାହାନା କରିବା ସାଧାରଣ କଥା । କିନ୍ତୁ ବ୍ରିଟେନର ପିଲାମାନେ ଯାହା କରୁଛନ୍ତି ତାହା ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍ । ଏଠାରେ ଛୋଟ ଛୋଟ ପିଲା ସେମାନଙ୍କର ନକଲି କରୋନା ପଜିଟିଭ୍ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଯାହାଫଳରେ ସେମାନେ ସ୍କୁଲକୁ ଯିବାକୁ ପଡିବନି । ଟିକଟକ୍ ଭିଡିଓରେ ଏହି ଖୁଲ୍ଲାସା ହୋଇଛି ।