Home Covid କରୋନା ଭ୍ୟାକ୍‌ସିନ୍‌ ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୭% ଡିସ୍‌କାଉଣ୍ଟ

କରୋନା ଭ୍ୟାକ୍‌ସିନ୍‌ ନେଇଥିଲେ ଏହିସବୁ ଜିନିଷ ଉପରେ ମିଳିବ ୭% ଡିସ୍‌କାଉଣ୍ଟ

90
0

ରାଉରକେଲା: ଆପଣ କରୋନା ଭ୍ୟାକ୍‌ସିନ୍‌ ନେଇଛନ୍ତି କି ? ତା’ହେଲେ ଆପଣଙ୍କୁ କେକ୍, ବିସ୍କୁଟ, ପାଉଁରୁଟି, ମିଠା ଭଳି ଯେକୌଣସି ଜିନିଷ କିଣିଲେ ଏହା ଉପରେ ୭% ଡିସ୍‌କାଉଣ୍ଟ ମିଳିବ। ରାଉରକେଲା ବିଶ୍ରା ରୋଡ୍‌ରେ ଥିବା ଏକ ବେକ୍‌ରି ଦୋକାନ ଏଭଳି ଅଭିନବ ପନ୍ଥା ଆପଣାଇଛି। ଯେଉଁମାନେ ଭ୍ୟାକ୍‌ସିନ୍‌ର ପ୍ରଥମ କିମ୍ବା ଦୁଇଟି ଯାକ ଡୋଜ୍ ନେଇଥିବେ, ସେମାନଙ୍କୁ ଏହି ଡିସ୍‌କାଉଣ୍ଟ ମିଳିବ। ଏଥିପାଇଁ ଗ୍ରାହକଙ୍କୁ ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌ ଦେଖାଇ ବାକୁ ପଡ଼ିବ ।