Home Awareness କେବେ ଆସିବ କରୋନାର ତୃତୀୟ ଲହର? କେତେ ଭୟଭୀତ ହେବ ପ୍ରକୋପ, ସ୍ପଷ୍ଟ କଲେ ସରକାରୀ...

କେବେ ଆସିବ କରୋନାର ତୃତୀୟ ଲହର? କେତେ ଭୟଭୀତ ହେବ ପ୍ରକୋପ, ସ୍ପଷ୍ଟ କଲେ ସରକାରୀ ପ୍ୟାନେଲ ବୈଜ୍ଞାନିକ

114
0

ନୂଆଦିଲ୍ଲୀ ୪/୭: ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନାର ତୃତୀୟ ଲହର ଭୟାବହ ରୂପ ନେଇପାରେ । ଏଭଳି କହି ଚେତାଇଛନ୍ତି ମହାମାରୀ ମଡେଲ ସହିତ କାର୍ଯ୍ୟ କରୁଥିବା ଏକ ସରକାରୀ କମିଟିର ଜଣେ ବୈଜ୍ଞାନିକ । ତେବେ ସେ କହଛନ୍ତି ଯଦି ଲୋକେ କଟକଣା ମାନି ଚଳିବେ ତେବେ ହୁଏତ କିଛିଟା ଲାଘବ ହୋଇପାରେ । ଅର୍ଥାତ ଆମେ ଯଦି ସତର୍କ ରହିବା ତାହାଲେ ୨ୟ ଲହରରେ ଦେଖେଦେଇଥିବା ବିପଦ ଅର୍ଥାତ ସଂକ୍ରମଣ ଓ ମୃତ୍ୟୁ ହାର କମିବାର ଯଥେଷ୍ଟ ସମ୍ଭାବନା ରହିଛି ।