Home Covid ଡରାଇଲାଣି ଆଭାସ୍କୁଲାର୍ ନେକ୍ରୋସିସ୍: କୋଭିଡରୁ ସୁସ୍ଥ ହେବା ପରେ ତରଳି ଯାଉଛି ଅସ୍ଥି, ମୁମ୍ୱାଇରେ ୩...

ଡରାଇଲାଣି ଆଭାସ୍କୁଲାର୍ ନେକ୍ରୋସିସ୍: କୋଭିଡରୁ ସୁସ୍ଥ ହେବା ପରେ ତରଳି ଯାଉଛି ଅସ୍ଥି, ମୁମ୍ୱାଇରେ ୩ ଡାକ୍ତର ସଂକ୍ରମିତ

133
0

ମୁମ୍ବାଇ ୫/୭ : ଭାରତରେ କରୋନାଭାଇରସ୍ କାରଣରୁ ସଂକ୍ରମଣରୁ ମୁକ୍ତି ପାଇବା ପରେ ଲୋକଙ୍କଠାରେ ଆହୁରି ଅନେକ ସମସ୍ୟା ଦେଖିବାକୁ ମିଳୁଛି । ସମ୍ପ୍ରତି, ମ୍ୟୁକୋରମାଇକସିସ୍ (ବ୍ଲାକ୍ ଫଙ୍ଗସ୍) ର ଅନେକ ମାମଲା ରିପୋର୍ଟ ହୋଇଥିଲା । ଯେଉଁଠାରେ ବର୍ତ୍ତମାନ ଆଭାସ୍କୁଲାର ନେକ୍ରୋସିସ୍ ରୋଗ ଦେଇଖାଦେଇଛି । ଏକାସାଙ୍ଗରେ, ଆଭାସ୍କୁଲାର ନେକ୍ରୋସିସ୍ (AVN) ଅର୍ଥାତ୍ ହାଡ଼ ମୃତ୍ୟୁ ମିଳାଇଯାଉଥିବା ଭଳି ମାମଲା ଦେଖିବାକୁ ମିଳିଛି ।