Home Awareness କରୋନାକୁ ମାତ୍ ଦେବାର ଦୁଇ ସପ୍ତାହ ପରେ ଧମନୀରେ ଜମାଟ ବାନ୍ଧୁଛି ରକ୍ତ

କରୋନାକୁ ମାତ୍ ଦେବାର ଦୁଇ ସପ୍ତାହ ପରେ ଧମନୀରେ ଜମାଟ ବାନ୍ଧୁଛି ରକ୍ତ

134
0

ନୂଆଦିଲ୍ଲୀ ୬/୭ : କରୋନା ମହାମାରୀର ୨ୟ ଲହର ପରେ ବିସ୍ତାର କରିଥିଲା ବ୍ଲାକ ଫଙ୍ଗସ୍ । ପରେ ସଂକ୍ରମଣକୁ ଦୂର କରିଥିବା ରୋଗୀମାନଙ୍କଠାରେ ଅନେକ ଗୁରୁତର ସମସ୍ୟା ଚିହ୍ନଟ ହୋଇଛି । ରୋଗୀଙ୍କ ଶିରା ବଦଳରେ ଧମନୀରେ ରକ୍ତ ଜମା ବାନ୍ଧୁଛି । ଦରକାର ପଡିଲେ ଜୀବନ ବଞ୍ଚାଇବା ପାଇଁ ଏହି ଅଙ୍ଗକୁ କାଟି ଦିଆଯାଇପାରେ ।