Home Covid ଚଳିତ ସପ୍ତାହରେ ଭାରତ ଆସିବ ମଡେର୍ଣ୍ଣା ଭାକସିନ୍, କରୋନା ବିପକ୍ଷରେ ୯୪ % ପ୍ରଭାବୀ

ଚଳିତ ସପ୍ତାହରେ ଭାରତ ଆସିବ ମଡେର୍ଣ୍ଣା ଭାକସିନ୍, କରୋନା ବିପକ୍ଷରେ ୯୪ % ପ୍ରଭାବୀ

132
0

ନୂଆଦିଲ୍ଲୀ ୦୬/୦୭: କରୋନା ଭୂତାଣୁ ଉପରେ ୯୪% ପ୍ରଭାବୀ ମଡେର୍ଣ୍ଣା ଟିକା ଏଇ ସପ୍ତାହରେ ଭାରତ ଆସିବ । ଆମେରିକାର ଫାର୍ମାସ୍ୟୁଟିକାଲ୍‌ ତଥା ବାୟୋଟେକ୍ନୋଲୋଜି କମ୍ପାନି ମଡେର୍ଣ୍ଣା ‘ଏମ୍‌ଆର୍‌ଏନ୍‌ଏ’ ପ୍ରଯୁକ୍ତିରେ ଏହି ଟିକା ବିକାଶ କରିଛି ।