Home Covid ରାଜ୍ୟରେ ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର, ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ସ୍ୱାସ୍ଥ୍ୟ...

ରାଜ୍ୟରେ ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର, ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

130
0

ଭୁବନେଶ୍ୱର ୦୬।୦୭ : ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର । ରାଜ୍ୟର ଉଭୟ ଘରୋଇ ଓ ସରକାରୀ କୋଭିଡ଼ ସେଣ୍ଟର ବନ୍ଦ ହେବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ଼ ଟେକ୍ନିକାଲ କମିଟି ସୁପାରିସ ଆଧାରରେ ଏହି ନିଷ୍ପତ୍ତି ହୋଇଛି ।