Home Awareness ଖୁବ ଶୀଘ୍ର WHO ଅନୁମୋଦନ ପାଇବ କୋଭାକ୍ସିନ୍ ! ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଭଲ...

ଖୁବ ଶୀଘ୍ର WHO ଅନୁମୋଦନ ପାଇବ କୋଭାକ୍ସିନ୍ ! ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଭଲ ଥିବା କହିଲେ ଚିଫ୍ ସାଇଣ୍ଟିଷ୍ଟ

117
0

ନୂଆଦିଲ୍ଲୀ ୯/୭: ଭାରତର ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକ୍ ପାଇଁ ଆସିଛି ଖୁସି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନକୁ ଅପେକ୍ଷା କରିଥିବା ଭାରତ ବାୟୋଟେକର କୋଭାକ୍ସିନ୍ ମଧ୍ୟ ପ୍ରଭାବଶାଳୀ ବିବେଚିତ ହୋଇଛି । WHOର ମୁଖ୍ୟ ବୈଜ୍ଞାନିକ ପ୍ରଭାବଶାଳୀ ଦର୍ଶାଇବା ସହ ପ୍ରଶଂସା କରିଛନ୍ତି । WHO ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୋମିଆ ସ୍ୱାମୀନାଥନ୍ ଗୁରୁବାର କହିଛନ୍ତି ଯେ ଭାରତ ବାୟୋଟେକ୍ ଟିକା ପରୀକ୍ଷା ରିପୋର୍ଟ ଭଲ ଆସିଛି ।