Home Covid କରୋନାକୁ ନେଇ ଆଉ ଏକ ବିପଦ: ମଇଁଷି ଛୁଆରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ...

କରୋନାକୁ ନେଇ ଆଉ ଏକ ବିପଦ: ମଇଁଷି ଛୁଆରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଏଣ୍ଟ ବୁୱାଇନ

106
0

ହିସାର ୧୦/୦୭ : ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଓ ବ୍ଲାକ୍ ଫଙ୍ଗସ୍ ମାମଲା ଜାରି ରହିଛି। ଏହିଭଳି ସମୟରେ ଆଉ ଏକ ମାରାତ୍ମକ ରୋଗ ଦେଖାଦେଇଛି। ଏହି ରୋଗର ନାଁ ବୁୱାଇନ। ଲାଲା ଲଜପତ ରାୟ ପଶୁ ଚିକିତ୍ସା ଏବଂ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଅନିମଲ ବାୟୋଟେକନୋଲୋଜି ବିଭାଗ ଏହି ବୁୱାଇନ କରୋନା ଭାଇରସ ଚିହ୍ନଟ କରିଛନ୍ତି ।