Home Awareness ICMRର ଆକଳନ : ଇନଫ୍ଲୁଏଞ୍ଜା ପରି ସର୍ବଦା ବିଦ୍ୟମାନ ରହିବ କରୋନା

ICMRର ଆକଳନ : ଇନଫ୍ଲୁଏଞ୍ଜା ପରି ସର୍ବଦା ବିଦ୍ୟମାନ ରହିବ କରୋନା

117
0

ନୂଆଦିଲ୍ଲୀ ୧୦/୦୭: କରୋନାକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦେଶରେ ଗୋଟିଏ ପରେ ଗୋଟିଏ କରୋନା ଲହର ଭୟ ବଢ଼ାଇବାରେ ଲାଗିଛି । ଏପରିକି କୁହାଯଇଛି ଅନେକ ସ୍ଥାନରେ ତୃତୀୟ ଲହର ଆସିବା ଅନୁମାନ କରାଯାଉଛି । ହେଲେ ଏହାର କେବେ ଅନ୍ତ ଘଟିବ, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏହାରି ଭିତରେ ଆଇସିଏମଆରର ରିପୋର୍ଟ ଏବେ ସମସ୍ତଙ୍କ ପାଇଁ ଭୟ ସୃଷ୍ଟଚି କରିଛି ।