Home Awareness କରୋନା ତୃତୀୟ ଲହର ମୁକାବିଲା ଲାଗି ମଜଭୁତ ସ୍ଥିତିରେ ଭାରତ, ଜାଣନ୍ତୁ କଣ କହିଛନ୍ତି ନୀତି...

କରୋନା ତୃତୀୟ ଲହର ମୁକାବିଲା ଲାଗି ମଜଭୁତ ସ୍ଥିତିରେ ଭାରତ, ଜାଣନ୍ତୁ କଣ କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

116
0

ନୂଆଦିଲ୍ଲୀ ୧୧।୭: ଭାରତରେ ଯଦି କରୋନା ତୃତୀୟ ଲହର ପ୍ରକୋପ କରେ ତେବେ ଏହାର ମୁକାବିଲା ଲାଗି ଦେଶରସ୍ଥିତି ଏବେ ବେଶ ମଜଭୁତ ଅଛି। ଏହା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡା. ରାଜୀବ କୁମାର। ମହାମାରୀ ମୁକାବିଲା ଲାଗି ରାଜ୍ୟମାନେ ମଧ୍ୟ ପୂର୍ବ ସଂକ୍ରମଣରୁ ବେଶ ଶିକ୍ଷା ନେଇଛନ୍ତି। ଏଣୁ ଯଦି ତୃତୀୟ ଲହରର ପ୍ରକୋପ ଦେଖା ଯାଏ ବେଶ ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି ।