Home Covid କୋଭିଡ଼ ସ୍ଥିତି ଅନୁଧ୍ୟାନ ଶେଷ, ଫେରିଲା କେନ୍ଦ୍ରୀୟ ଟିମ୍‌

କୋଭିଡ଼ ସ୍ଥିତି ଅନୁଧ୍ୟାନ ଶେଷ, ଫେରିଲା କେନ୍ଦ୍ରୀୟ ଟିମ୍‌

90
0

ଭୁବନେଶ୍ୱର ୧୧।୦୭: ଫେରିଗଲା କେନ୍ଦ୍ରୀୟ ଟିମ୍ । ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ ପରେ ଫେରିଯାଇଛି କେନ୍ଦ୍ରୀୟ ଟିମ୍‌ । ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି କେନ୍ଦ୍ରୀୟ ଟିମ୍‌ ।