Home Awareness ସରକାର ଜାରି କଲେ ଅନଲକ୍-୭ ଗାଇଡଲାଇନ୍, ସ୍କୁଲ-କଲେଜ ଅଡିଟୋରିୟମରେ କାର୍ଯ୍ୟକ୍ରମକୁ ଅନୁମତି

ସରକାର ଜାରି କଲେ ଅନଲକ୍-୭ ଗାଇଡଲାଇନ୍, ସ୍କୁଲ-କଲେଜ ଅଡିଟୋରିୟମରେ କାର୍ଯ୍ୟକ୍ରମକୁ ଅନୁମତି

81
0

ନୂଆଦିଲ୍ଲୀ,୧୧/୦୭:  ରାଜ୍ୟରେ କରୋନା ଭାଇରସର ସଂକ୍ରମଣ ଧିରେଧିରେ କମୁଛି ।ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି । ଏହାମଧ୍ୟରେ ସରକାର ଅନଲକ୍-୭ର ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନରେ ଅନେକ କଟକଣା ହଟିଛି ।