Home Awareness ଟଳୁନି ଟିକା ସଙ୍କଟ, ରାଜ୍ୟର ୨୪ଜିଲ୍ଲାରେ ଟିକାକରଣ ବନ୍ଦ

ଟଳୁନି ଟିକା ସଙ୍କଟ, ରାଜ୍ୟର ୨୪ଜିଲ୍ଲାରେ ଟିକାକରଣ ବନ୍ଦ

111
0

ଭୁବନେଶ୍ୱର ୧୨।୦୭: ରାଜ୍ୟରେ ପୁଣି ଟିକା ଅଭାବ । ସୋମବାର ରାଜ୍ୟର ୨୪ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ମାତ୍ର ୨୨୦ ସେସନ୍‌ ସାଇଟ୍‌ରେ ଟିକାଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।