Home Awareness ଆମେରିକାର ଚେତାବନୀ : ଭୁଲରେ ବି ନିଅନ୍ତୁନି ଏହି କରୋନା ଟିକା, ଲୋକଙ୍କ ଜୀବନ ନେଉଛି...

ଆମେରିକାର ଚେତାବନୀ : ଭୁଲରେ ବି ନିଅନ୍ତୁନି ଏହି କରୋନା ଟିକା, ଲୋକଙ୍କ ଜୀବନ ନେଉଛି ପକ୍ଷାଘାତ ଜନିତ ରୋଗ

132
0

ୱାଶିଂଟନ୍ ୧୩/୭ : ମାରାତ୍ମକ କୋଭିଡ୍-19 ବିରୋଧରେ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବଡ଼ ଧରଣର ସମସ୍ୟା ସୃଷ୍ଟି ହୋଇଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଚେତାବନୀ ଦେଇ କହିଛି ଯେ ଜନସନ ଆଣ୍ଡ ଜନସନର କରୋନାଭାଇରସ ଟିକା କେତେକ କ୍ଷେତ୍ରରେ ବିରଳ ସ୍ନାୟୁଗତ ଜଟିଳତା ସୃଷ୍ଟି କରିପାରେ ।