Home Awareness ରାଜ୍ୟରେ କମୁଛି ସଂକ୍ରମଣ ହାର : ପ୍ରତ୍ୟେକ ଦିନର ଚାଲିଛି ସମୀକ୍ଷା, ସେହି ଅନୁସାରେ ଅନ୍‌ଲକ୍‌...

ରାଜ୍ୟରେ କମୁଛି ସଂକ୍ରମଣ ହାର : ପ୍ରତ୍ୟେକ ଦିନର ଚାଲିଛି ସମୀକ୍ଷା, ସେହି ଅନୁସାରେ ଅନ୍‌ଲକ୍‌ ନିଷ୍ପତ୍ତି

117
0

ଭୁବନେଶ୍ୱର ୧୩।୦୭ : ରାଜ୍ୟରେ ସଂକ୍ରମଣ କମୁଛି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମି କମି ଆସୁଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି। ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।