Home Awareness ଡେଲଟା ପ୍ଲସ୍ ପରେ ଏବେ ଭୟ ବଢାଇଲା କପ୍ପା, ରାଜସ୍ଥାନରେ ୧୧ ନୂଆ ମାମଲା

ଡେଲଟା ପ୍ଲସ୍ ପରେ ଏବେ ଭୟ ବଢାଇଲା କପ୍ପା, ରାଜସ୍ଥାନରେ ୧୧ ନୂଆ ମାମଲା

95
0

ରାଜସ୍ଥାନ ୧୪/୦୭ : ରାଜସ୍ଥାନରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ କପ୍ପା ଏବେ ଆତଙ୍କ ଖେଳାଇବାରେ ଲାଗିଛି । ଏଠାରେ ଏବେ କପ୍ପା ଭାରିଆଣ୍ଟ ବିପଦ ବଢାଉଛି । ଏଠାରେ ୧୧ ଜଣଙ୍କ ଠାରେ ଏହି ରୋଗର ଲକ୍କ୍ରଷଣ ଥିବା ଚିହ୍ନଟ ହୋଇଛି । ରାଜ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ାକ୍ତର ରଘୁ ଶର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କପ୍ପାରେ ସଂକ୍ରମିତ ୧୧ ରୋଗୀଙ୍କ ମଧ୍ୟରୁ ଚାରିଜଣ ଅଲୱାର ଏବଂ ଜୟପୁରର, ଦୁଇଜଣ ବାରମର ଏବଂ ଜଣେ ଭିଲୱାରାର ।