Home Awareness IIT କାନପୁର ପୂର୍ବତନ ଛାତ୍ରଙ୍କ କମାଲ, ଏଣିକି ସାନିଟାଇଜର ଭଳି ପକେଟରେ ରଖିହେବ ଅକ୍ସିଜେନ୍

IIT କାନପୁର ପୂର୍ବତନ ଛାତ୍ରଙ୍କ କମାଲ, ଏଣିକି ସାନିଟାଇଜର ଭଳି ପକେଟରେ ରଖିହେବ ଅକ୍ସିଜେନ୍

146
0

ନୂଆଦିଲ୍ଲୀ ୧୪/୦୭ : କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ବ୍ୟାପକ ବିପଦ ସୃଷ୍ଟି କରିଥିଲା । ଏହି ଲହର ସମୟରେ ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସବୁ ସ୍ଥାନରେ ଅମ୍ଳଜାନକୁ ନେଇ ଦୟନୀତ ସ୍ଥିତି ଉପୁଜିଥିଲା । ହେଲେ କରୋନା ଭୂତାଣୁ ଏପର୍ଯ୍ୟନ୍ତ ଆମ ଭିତରୁ ଯାଇ ନାହାଁନ୍ତି । ଏଥିପାଇଁ ଲୋକଙ୍କୁ ସେମାନଙ୍କ ସହିତ ମାସ୍କ ଏବଂ ସାନିଟାଇଜର ନେବାକୁ ପରାମର୍ଶ ଦିଆଯାଇଛି ।