Home Awareness ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

107
0

ଭୁବନେଶ୍ୱର: ରାଜ୍ୟରେ ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍। ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ପୁଣି ଥରେ ଆଂଶିକ ଲକଡାଉନ୍‌କୁ ବଢ଼ାଇଛନ୍ତି। ସୂଚନା ଅନୁସାରେ, କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ। ତେବେ ସ୍କୁଲ କେବେ ଖୋଲିବ ଓ ଅଫ୍‌ଲାଇନ୍‌ରେ କେବେ ପାଠ ପଢ଼ା ଆରମ୍ଭ ହେବ ସେନେଇ ଏବେ କୌଣସି ସୂଚନା ମିଳିନାହିଁ ।