Home Covid ଟୋକିଓ ଅଲମ୍ପିକ କ୍ରୀଡା ଗ୍ରାମକୁ ଗ୍ରାସିଲା ମହାମାରୀ, ସାମ୍ନାକୁ ଆସିଲା ପ୍ରଥମ କେସ୍

ଟୋକିଓ ଅଲମ୍ପିକ କ୍ରୀଡା ଗ୍ରାମକୁ ଗ୍ରାସିଲା ମହାମାରୀ, ସାମ୍ନାକୁ ଆସିଲା ପ୍ରଥମ କେସ୍

116
0

ଟୋକିଓ ୧୭।୦୭: ଟୋକିଓ ଅଲିମ୍ପିକ୍ସ ଉପରେ ବଢିବାରେ ଲାଗିଛି ସଂକଟର କଳାବାଦଲ । ଖାସ୍ କରି ଏଠାରେ ଦାଉ ସାଧିଛି କରୋନାର ଗ୍ରହଣ । ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲିମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଅଛି ଖେଳର ମହାକୁମ୍ଭ ।