Home Awareness ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ଅଧିକ ଗୁରୁତର ହେଉଛନ୍ତି ରୋଗୀ :...

ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ଅଧିକ ଗୁରୁତର ହେଉଛନ୍ତି ରୋଗୀ : ସ୍ବାସ୍ଥ୍ୟ ବିଶେଷଜ୍ଞ

87
0

ଭୁବନେଶ୍ବର ୧୭।୭: ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ କରିବା ଦରକାର । ଥରେ ସଂକ୍ରମିତ ହେବା ପରେ ପୁଣି ସଂକ୍ରମିତ ହେଲେ ରୋଗୀ ଅଧିକ ଗୁରୁତର ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ କରିବା ଦରକାର । ଜେନମ୍ ସିକ୍ୟୁଏନ୍ସିକୁ ବଢାଇବାକୁ ପଡ଼ିବ । ଏହାଦ୍ବାରା ଆମେ ନୂଆ ଷ୍ଟ୍ରେନ୍ ଉପରେ ନଜର ରଖି ପାରିବା । ମହାରାଷ୍ଟ୍ର ପରି ଓଡ଼ିଶାକୁ ବି ଏହାକୁ କରିବାକୁ ପଡିବ । ୪-ଟି ସମେତ କୋଭିଡ୍ କଟକଣାକୁ କଡାକଡି କରିବାକୁ ପଡ଼ିବ ।