Home Awareness ବ୍ରିଟେନରେ ପୁଣି ଡରାଇଲାଣି ଭୂତାଣୁ, ଜାନୁଆରୀ ପରେ ପ୍ରଥମ କରି ଚିହ୍ନଟ ହେଲା ୫୦ ହଜାରରୁ...

ବ୍ରିଟେନରେ ପୁଣି ଡରାଇଲାଣି ଭୂତାଣୁ, ଜାନୁଆରୀ ପରେ ପ୍ରଥମ କରି ଚିହ୍ନଟ ହେଲା ୫୦ ହଜାରରୁ ଅଧିକ ମାମଲା

99
0

ବ୍ରିଟେନ ୧୭।୦୭: ବ୍ରିଟେନରେ ପୁଣି ଥରେ କରୋନା ଭୂତାଣୁ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ପରଠାରୁ ପ୍ରଥମ ଥର ପାଇଁ ଏଠାରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କରୋନା ଯୋଗୁଁ ୪୯ ଜଣଙ୍କର ମୃତ୍ୟୁ ହୋଇଛି । କିଛି ପ୍ରତିବନ୍ଧକକୁ ବାରଣ କରି ବ୍ରିଟେନରେ ଲକଡାଉନ୍ ନିୟମ ସୋମବାର ଠାରୁ ଶେଷ ହେବାକୁ ଯାଉଛି ।