Home Awareness କରୋନାରୁ ସୁସ୍ଥ ହେଲେ ବି ସାବଧାନ, ଦ୍ରୁତ ଗତିରେ କମୁଛି ବ୍ଲଡ୍ ପ୍ଲେଟଲେଟ୍ସ

କରୋନାରୁ ସୁସ୍ଥ ହେଲେ ବି ସାବଧାନ, ଦ୍ରୁତ ଗତିରେ କମୁଛି ବ୍ଲଡ୍ ପ୍ଲେଟଲେଟ୍ସ

91
0

ନୂଆଦିଲ୍ଲୀ, ୧୮|୦୭: କରୋନାରୁ ସୁସ୍ଥ ହେବା ପରେ ମଣିଷ ଶରୀରରେ ଦ୍ରୁତ ଗତିରେ କମୁଛି ବ୍ଲଡ୍ ପ୍ଲେଟଲେଟେସ୍ । ଏହାକୁ ନଜରଅନ୍ଦାଜ ନକରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ସାଧାରଣତଃ କୌଣସି ଭାଇରସ ଇନ୍ଫେକ୍ସନ ହେଲେ ବ୍ଲଡ୍ ପ୍ଲେଟ୍ଲେଟେସ୍ ହ୍ରାସ ପାଇଥାଏ । ଇନ୍ଫେକ୍ସନ ଠିକ୍ ହୋଇଗଲେ ପ୍ଲେଟଲେଟ୍ସ୍ ଆପେ ସାମନ୍ୟ ସ୍ଥିତିକୁ ଚାଲିଆସେ । ହେଲେ କିଛି କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଏଭଳି ହେଉନାହିଁ । କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ବ୍ଲଡ୍ ପ୍ଲେଟଲେଟ୍ସ କମିଥିବା ଦେଖିବାକୁ ମିଳୁଛି ।