Home Awareness ୩ ମାସ ମଧ୍ୟରେ ଇନଟିଗ୍ରେଟେଡ଼ ହେବ ହିଡେନ କେସ, ଅଗଷ୍ଟ ଯାଏଁ ଚାଲିବ ସର୍ଭେଲାନ୍ସ

୩ ମାସ ମଧ୍ୟରେ ଇନଟିଗ୍ରେଟେଡ଼ ହେବ ହିଡେନ କେସ, ଅଗଷ୍ଟ ଯାଏଁ ଚାଲିବ ସର୍ଭେଲାନ୍ସ

96
0

ଭୁବନେଶ୍ୱର ୧୮/୭ : ଅନେକ ଲୋକ ଲକ୍ଷଣ ଦେଖାଗଲେ ମଧ୍ୟ ଟେଷ୍ଟ କରିବାକୁ ଆସୁନାହାନ୍ତି । ଯଦି ଜଣେ ଆସିବେ ନାହିଁ ଓ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ନାହିଁ । ତେଣୁ ଅନେକ ହିଡିନ କେସ ମଧ୍ୟ ରହୁଛନ୍ତି । ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ଇନଟିଗ୍ରେଟେଡ଼ କରାଯିବ । ଯେହେତୁ ଏହି ସମୟରେ ଡେଙ୍ଗୁ ମଧ୍ୟ ବଢ଼ିଥାଏ । ତେଣୁ ଡେଙ୍ଗୁ ଓ ଏନସିଡିର କିଛି ରୋଗକୁ ନେଇ ମଧ୍ୟ ସର୍ଭେଲାନ୍ସ କରାଯାଉଥିଲା ।