Home Awareness ବ୍ରିଟେନରେ ଆଜିଠୁ ହଟିଲା କୋଭିଡ ପ୍ରତିବନ୍ଧକ, ବିଶ୍ୱ ପାଇଁ ବିପଦ ବୋଲି ଚେତାଇଲେ ବୈଜ୍ଞାନିକ

ବ୍ରିଟେନରେ ଆଜିଠୁ ହଟିଲା କୋଭିଡ ପ୍ରତିବନ୍ଧକ, ବିଶ୍ୱ ପାଇଁ ବିପଦ ବୋଲି ଚେତାଇଲେ ବୈଜ୍ଞାନିକ

104
0

ବ୍ରିଟେନ ୧୯/୭ : ସାରା ବିଶ୍ୱରେ କରୋନା ଭାଇରସର ପାରା ଉପର-ତଳ ହୋଇ ରହିଛି । କେତେବେଳେ ବଢୁଛି ତ କେତେବେଳେ ହ୍ରାସ ପାଉଛି । ଏହାରି ମଧ୍ୟରେ ଇଂଲଣ୍ଡରେ କରୋନା କଟକଣାକୁ ସଂପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । କରୋନା ଭୂତାଣୁ ବିସ୍ତାର ମଧ୍ୟରେ, ଯେଉଁଠାରେ ବିଶ୍ୱର ଦେଶମାନେ କରୋନାର ପରବର୍ତ୍ତୀ ଲହର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେଠି ଇଂଲଣ୍ଡ ନିଜ ଉପରେ ଥିବା ସମସ୍ତ କରୋନା ପ୍ରତିବନ୍ଧକକୁ ହଟାଇ ଦେଇଛି ।