Home Covid ଆଜି ରାଜ୍ୟରେ 2085 କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ 2085 କରୋନା ପଜିଟିଭ ଚିହ୍ନଟ

121
0

ଭୁବନେଶ୍ୱର: ଆଜି ରାଜ୍ୟରେ 2085 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 1198 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 887। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା 958059ରେ ପହଞ୍ଚିଲାଣି ।