Home Awareness ପ୍ରଥମ ଦେଶ ଭାବେ କରୋନାର ବୁଷ୍ଟର ଡୋଜ୍‌ ଦେଲା ଇସ୍ରାଏଲ୍‌, ଜାଣନ୍ତୁ କାହାକୁ ମିଳିବ ଏହି...

ପ୍ରଥମ ଦେଶ ଭାବେ କରୋନାର ବୁଷ୍ଟର ଡୋଜ୍‌ ଦେଲା ଇସ୍ରାଏଲ୍‌, ଜାଣନ୍ତୁ କାହାକୁ ମିଳିବ ଏହି ଟିକା

113
0

ନୂଆଦିଲ୍ଲୀ, ୨୦/୦୭: ଟିକା ଅଭାବରୁ ଭାରତରେ ଯେତେବେଳେ ଭ୍ୟାକ୍‌ସିନ୍‌ ସେଣ୍ଟର ବନ୍ଦ ହେଉଛି ସେତେବେଳେ ଇସ୍ରାଏଲ୍‌ କରୋନାକୁ ପ୍ରତିହତ କରିବା ପାଇଁ ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ଦେବା ଆରମ୍ଭ କରିଛି । ଇସ୍ରାଏଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ସପ୍ତାହର ସୋମବାର ଠାରୁ ଟିକାକରଣ ଆରମ୍ଭ କରିଦେଇଛି । ବର୍ତ୍ତମାନ ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକ ମାନଙ୍କୁ ହିଁ ଦିଆଯାଉଛି ।