Home Covid ୪ ଜିଲ୍ଲାରେ ପ୍ଲାଟୋ ଷ୍ଟେଜରେ କରୋନା, ତୃତୀୟ ଲହର ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ-...

୪ ଜିଲ୍ଲାରେ ପ୍ଲାଟୋ ଷ୍ଟେଜରେ କରୋନା, ତୃତୀୟ ଲହର ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ- ବିଜୟ ମହାପାତ୍ର

129
0

ଭୁବନେଶ୍ୱର,୨୦/୦୭: ଟେଷ୍ଟ ପଜେଟିଭ ରେଟ ଅଧିକ ରହୁଥିବା ୪ ଜିଲ୍ଲାରେ ସଂକ୍ରମଣ କମୁଛି । ଏବେ କରୋନା ଗ୍ରାଫ୍ ପ୍ଲାଟୋ ଷ୍ଟେଜରେ ରହିଯାଇଛି । ତେଣୁ ୪ ଜିଲ୍ଲାରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଉଛି । ଏହି ସବୁ ଜିଲ୍ଲାକୁ ଅଧିକ ଫୋକସ୍ ଦେବାକୁ ପଡିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।